Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
କାଲି ଆସିବେ ମୋଦି, ରାତିରେ ଭୁବନେଶ୍ୱରରେ ରହିବେ ପ୍ରଧାନମନ୍ତ୍ରୀ
ଜଙ୍ଗଲ ଦେଇ ଯାଉଥିବା ସମୟରେ ଯୁବକଙ୍କୁ ଦଳିଦେଲା ଦନ୍ତା
ଅର୍ଗସ ବ୍ୟୁରୋ : କାଜୁ ଜଙ୍ଗଲରେ ଯୁବକଙ୍କୁ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ । ସୂଚନା ଅନୁସାରେ ବାଙ୍କୀ ଥାନା ଅନ୍ତର୍ଗତ ବାଁଆରା ପଞ୍ଚାୟତ କୂଅମଡ଼ା କାଜୁ ଜଙ୍ଗଲ ବାଟ ଦେଇ ୩ ଜଣ ଯୁବକ ଚନ୍ଦକା ଯାଉଥିବା ସମୟରେ ହଠାତ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ଦୁଇଜଣ ଯୁବକ ହାତୀ କବଳରୁ ଖସି ପଳାଉ ଯାଇଥିବା ବେଳେ ଜଣେ ଯୁବକ ସାମ୍ନାରେ ପଡି ଯାଇଥିଲେ
ଗତବର୍ଷ ନିଜାର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ବଢିଥିଲା ବିବାଦ
ଅର୍ଗସ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ଘଟଣାରେ କାନାଡା ପୋଲିସ ୩ଜଣ ଭାରତୀୟଙ୍କୁ ଗିରଫ କରିଛି । ଗତବର୍ଷ ନିଜାରଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ଏପରିକି ନିଜାର ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଅଭିଯୋଗ କରିଥିଲେ